ଫିସ୍ ଫେଡ୍ ବିଷୟରେ

  • ଓଡ଼ିଶା ସମବାୟ ସମିତି ଆଇନ, ୧୯୬୨ (୧୯୬୩ ର ଓଡ଼ିଶା ଆଇନ ୨) ଅନୁୟାୟୀ ପଞ୍ଜିକୃତ ଓଡ଼ିଶା ମତ୍ସ୍ୟ ସମବାୟ ନିଗମ ଲିଃ (ଫିସ୍ ଫେଡ୍)।
  • ରେଜିଷ୍ଟ୍ରେସନ ନଂ. ୧ ସିଟିସି(ଏଫ) ତାରିଖ ୧୪. ୦୮. ୧୯୮୯।
  • ସମଗ୍ର ଓଡିଶାରେ ସୀମିତ ଥିବା କାର୍ୟ୍ୟକ୍ଷେତ୍ର।
  • ପିଏଫସିଏସର ମତ୍ସ୍ୟ ଓ ମତ୍ସ୍ୟଜାତ ଦ୍ରବ୍ୟର ସ୍ୱଚ୍ଛ ଭାବେ ବିପଣନ।
  • ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ସମବାୟ ସମିତିର ସଦସ୍ୟମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା।
  • ରାଜ୍ୟର ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଜେଟିର ପରିଚାଳନା।
  • ବିଭିନ୍ନ କାର୍ୟ୍ୟକ୍ରମର କାର୍ୟ୍ୟାନ୍ୱୟନ ଲାଗି ଆର୍ଥିକ ପ୍ରତିଷ୍ଠାନ, ସରକାର ଏବଂ ଅନ୍ୟାନ୍ୟ ବୈଧାନିକ ସଂସ୍ଥା ଆଦିରୁ ବ୍ୟବସାୟ ପାଇଁ ଆବଶ୍ୟକ ଅର୍ଥ ସଙ୍ଗ୍ରହ କରିବା।
  • ଡଙ୍ଗା/ଟ୍ରଲରକୁ ଇନ୍ଧନ ଯୋଗାଣ ଲାଗି ମାଛଧରା ଘାଟି କିମ୍ବା ଅନ୍ୟ କୌଣସି ସ୍ଥାନରେ ଡିଜେଲ ଆଉଟଲେଟ ପ୍ରତିଷ୍ଠା।
  • ଉତ୍ପାଦନ ବୃଦ୍ଧି ପାଇଁ ଜଳଭଣ୍ଡାର ମତ୍ସ୍ୟଚାଷ କାର୍ୟ୍ୟକ୍ରମକୁ ସୁଗମ କରିବା।
  • ରାଜ୍ୟର ଖାଉଟିମାନଙ୍କୁ ଖାଇବାକୁ ପ୍ରସ୍ତୁତ ସାମଗ୍ରୀ ଯୋଗାଇ ଦେବା ପାଇଁ ଫିସ୍ ଅନ୍ ହୁଇଲ୍/ମୋବାଇଲ୍ ଭ୍ୟାନ୍ ବ୍ୟବସାୟରେ ପ୍ରବେଶ କରିବା।
  • ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟରେ ଆଧୁନିକ ସ୍ୱାସ୍ଥ୍ୟକର ମାଛ ବିକ୍ରି କିଓସ୍କ/ମାଛ ଖୁଚୁରା ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା। 

ଆଫିଲିଆସନ

  • ନ୍ୟାସନାଲ ଫେଡେରେସନ ଅଫ ଫିସର କୋଅପରେଟିଭ ଲିମିଟେଡ (ଫିସକୋପଫେଡ) ନୂଆଦିଲ୍ଲୀ
  • ନ୍ୟାସନାଲ କୋଅପ୍. ୟୁନିଅନ ଅଫ ଇଣ୍ଡିଆ (ଏନସିୟୁଆଇ), ନୂଆଦିଲ୍ଲୀ
  • ନ୍ୟାସନାଲ କୋ-ଅପରେଟିଭ ଡେଭଲପମେଣ୍ଟ କର୍ପୋରେସନ (ଏନସିଡିସି), ନୂଆଦିଲ୍ଲୀ

ଫିସ୍ ଫେଡ୍ ର ଗଠନ

  • ଫିସ୍ ଫେଡ୍ ହେଉଛି ରାଜ୍ୟର ଏକମାତ୍ର ଏପେକ୍ସ ସୋସାଇଟି ଅଫ୍ ଫିସରିଜ ସେକ୍ଟର ଅଫ୍ କୋଅପରେଟିଭ୍ ଷ୍ଟ୍ରକଚରର ଥ୍ରୀ ଟାୟାର ସିଷ୍ଟମ ଅଧୀନରେ ରହିଛି।
  • ୩୯୧ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି (PFCSs) ଏବଂ ୫ ଟି କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତି (CFCS) ଫିସଫେଡ୍ ସହିତ ସଦସ୍ୟ/ଅନୁବନ୍ଧିତ ଭାବେ ନାମ ଲେଖାଇଛନ୍ତି
    •